Showing posts with label Photography at monument. Show all posts
Showing posts with label Photography at monument. Show all posts

Friday, April 15, 2016

ଅଧାଦିନପାଇଁ ଶ୍ରୀ ଜଗନ୍ନାଥ ପୁରୀ ଯାତ୍ରା

By: drjyotiprasad On: 4:14 AM
  • Share The Gag
  • The royal gateway to Puri

    ଅପ୍ରେଲ ମାସର ପ୍ରବଳ ଗରମ ସମୟରେ ଲଗାତାର ତିନିଦିନ ଛୁଟି ମିଳିବା ଏକ ପ୍ରକାରର ଉପହାର ସଦୃଶ ହିଁ ହୋଇପାରେ୤ ପ୍ରଥମେ ବିଷୁବ ସଂକ୍ରାନ୍ତି, ତା ପରଦିନ ଡା ବାବାରାଓ ଆମ୍ବେଦକର ଜୟନ୍ତୀ ଏବଂ ଶେଷରେ ଶ୍ରୀରାମ ନବମୀ୤ ବିଷୁବ ସଂକ୍ରାନ୍ତିଦିନ ବ୍ରହ୍ମପୁରରେ ଉତ୍ସବମୁଖର ବାତାବରଣକୁ ଛାଡ଼ିଦେଇ ବାହାରକୁ ଯିବା କେବେ ବି ଭଲ ଲାଗେନି୤ ତେଣୁ ମନେ ମନେ ଚିନ୍ତା କରିଥିଲି ପରଦିନ ଅର୍ଥାତ ୧୪ ଅପ୍ରେଲରେ କୌଣସି ଏକ ସ୍ଥାନକୁ ଯାତ୍ରା କରିବି୤ ପ୍ରଥମେ ଚିନ୍ତା କରିଥିଲି ନୟାଗଡ଼ ଜିଲ୍ଲା ଯାଇ ଓଡ଼ଗାଁ, ଶରଣକୂଳ ଓ କଣ୍ଟିଲୋ ଆଦି ସ୍ଥାନ ଦେଖି ଆସିବି, ହେଲେ ସକାଳୁ ଉଠିବା ବେଳକୁ ନିଦ ଭାଙ୍ଗିଲାନାହିଁ୤ ଦିନ ଦଶଟା ବେଳକୁ ତଥାପି ଇଚ୍ଛା ହେଉଥିଲା ଲମ୍ବାରାସ୍ତାରେ ଗାଡ଼ି ନେଇଯାଇ ବୁଲି ଆସିବା ପାଇଁ, ତେଣୁ ମନେ ମନେ ସ୍ଥିର କଲି, ପୁରୀ ଯିବାପାଇଁ୤  ଘରେ ବି ସାଙ୍ଗେ ସାଙ୍ଗେ ତୟାର ହୋଇଗଲେ୤ ଆମେ ସ୍ଥିର କଲୁ ଯଦି ଆମେ ଏଗାରଟା ସୁଦ୍ଧା ବାହାରିବା ତା ହେଲେ ଅନ୍ୟୁନ ଚାରିଘଣ୍ଟାର ଯାତ୍ରା ପରେ ତିନିଟା ବେଳକୁ ପୁରୀରେ ପହଞ୍ଚିବା ଆଉ ମହାପ୍ରଭୂଙ୍କୁ ଦର୍ଶନ କରି, ଅବଢ଼ା ସେବନ କରିଦେଇ ପୁଣି ସନ୍ଧ୍ୟାରେ ଫେରିଲେ ରାତି ସୁଦ୍ଧା ଘରେ ହାଜର ହୋଇଯିବା୤

    ଘରୁ ବାହାରିବା ବେଳକୁ ସାଢ଼େ ଏଗାର ହୋଇସାରିଥିଲା୤ ବାହାରେ ଗ୍ରୀଷ୍ମତାପ ଆଉ ଉତ୍ତପ୍ତ ବାୟୁ ହେଲେ ଗାଡ଼ି ଭିତରର ଶୀତାତାପ ନିୟନ୍ତ୍ରଣ ଯନ୍ତ୍ର ଆମକୁ ଗରମକୁ ଅନୁଭବ କରିବାକୁ ଦେଇନଥିଲା୤ ବ୍ରହ୍ମପୁରରେ ରହୁଥିବା ମୋ ଶାଶୁଶଶୁରଙ୍କୁ ସାଥିରେ ନେଇ ଆମେ ବାହାରିବା ବେଳକୁ ବାରଟା ବାଜି ସାରିଥିଲା୤ ସେମାନଙ୍କୁ ଯଦିଓ ଜଣାଇ ନଥିଲୁ ଯେ ଆମେ ପୁରୀ ଯିବାପାଇଁ ବାହାରିଛୁ, ସେମାନେ ଭାବିଥିଲେ ଆମେ ହୁଏତ ବାଲୁଗାଁ ପର୍ଯ୍ୟନ୍ତ ଯାଇ ନାରାୟଣୀ ଢାବାରେ ଖାଇପିଇ ଫେରିଆସିବା ବୋଲି୤ କିନ୍ତୁ ରାଷ୍ଟ୍ରୀୟ ରାଜମାର୍ଗରେ ଗାଡ଼ି ଯେତେବେଳେ ପ୍ରବଳ ବେଗରେ ଚାଲୁଥିଲା ଏବଂ ବାହାରର ଗରମ ଗାଡ଼ି ଭିତରେ ଅନୁଭବ ହେଉନଥିଲା, ସେତେବେଳେ ସେମାନଙ୍କୁ ଜଣେଇ ଦିଆଗଲା ଯେ ଆମେ ଆଜି ଅଶୋକାଷ୍ଟମୀ ପରି ଏକ ପବିତ୍ର ଦିନରେ ପୁରୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯିବା୤ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ୤
    Back seat Passengers

    Jagannath Sadak

    Meekon with Aja

    Can You imagine we planned the surprise trip to Puri

    We are mad

    Group Shots on the way

    Meekon and Mama

    Enroute to Puri

    Myself in a selfie

    ବ୍ରହ୍ମପୁରରୁ ଆମେ ଯାତ୍ରା କରିଥିଲୁ ରାମେଶ୍ବରମ୍ ଛକ ପର୍ଯ୍ୟନ୍ତ ଯେଉଁଠାରୁ ଆମକୁ ଶ୍ରୀଜଗନ୍ନାଥ ସଡ଼କରେ ଗାଡ଼ି ନେଇ ଗଲେ କିଞ୍ଚିତ୍ କମ ରାସ୍ତା ପଡ଼ିବ ବୋଲି ଚିନ୍ତା କରି ଆମେ ବାହାରିଥିଲୁ୤ ଏହି ରାସ୍ତାରେ ଗୋଟିଏ ଟୋଲ୍ ଗେଟ୍ ଆସେ, ବାଲୁଗାଁ ପରେ ପରେ, ସେଠାରେ ଉଭୟ ପାର୍ଶ୍ବକୁ ଯିବା ଆସିବା ପାଇଁ ୧୦୫ ଟଙ୍କାର ରସିଦ କାଟିବାକୁ ପଡ଼ିଥିଲା୤ ଏହାପରେ ଆମେ ପହଞ୍ଚିଥିଲୁ ରାମେଶ୍ବରମ୍ ଛକରେ୤ ଏଠାରେ ଅନେକ ଦୋକାନ ବଜାର ରହିଛି୤ ଅନେକ ରାସ୍ତା ଯାତ୍ରା କରିବାକୁ ଯାଉଥିଲା ଯାତ୍ରୀମାନେ ଏଠାରେ କିଛି ସମୟ ରହି ନିଜର ଶୋଷ ମେଣ୍ଟେଇବାପାଇଁ ଜୁସ୍ ଆଉ ଲସି ଦୋକାନ ସବୁ ଖୋଲିଛି୤ ସେଠାରେ ଆମେ କିଛି ସମୟ ରହିଥିଲୁ ଆଉ ସାମାନ୍ୟ କ୍ଷୁଧାନିବାରଣ ହେତୁ କିଛି କିଛି ଗରମ ବରା ଆଉ ଛେନାପୋଡ଼ ଖାଇବା ସହିତ ଥଣ୍ଡାପାନୀୟର ମଜା ନେଇଥିଲୁ୤ ଏହାପରେ ଆମର ଯାତ୍ରା ଆରମ୍ଭ ହୋଇଥିଲା ପୁରୀ ଅଭିମୁଖେ୤
    Mamun Posing for Pictures

    Mamun Posing for Pictures

    Mamun Posing for Pictures

    Mamun and Aai Posing for Pictures

    Mamun Posing for Pictures
    Mamun Posing for Pictures

    Mamun Posing for Pictures

    Mamun Posing for Pictures

    Jagannath Sadak

    ଶ୍ରୀଜଗନ୍ନାଥ ସଡ଼କ ଭଲ ରାସ୍ତା ବୋଲି ଶୁଣିଥିଲୁ ତେଣୁ ସେଇ ରାସ୍ତାରେ ଯିବାକୁ ବାହାରିଥିଲୁ୤ ସେହି ରାସ୍ତାରେ ଅନେକ ଶାସନ ବା ବ୍ରାହ୍ମଣଶାସନ ସବୁ ରହିଛି୤ ସେହି ସବୁ ଗାଁ ମଧ୍ୟଦେଇ ଗଲାବେଳେ ଦୁଇ ପାଖରେ ଥିଲା ଅଗଣିତ ନଡ଼ିଆ ଆଉ ଗୁଆ ଗଛ, ସେ ସବୁ ରାସ୍ତା ଉପରକୁ ରହି ରାସ୍ତାକୁ ସୁଶୀତଳ ଛାୟା ପ୍ରଦାନ କରୁଥିଲେ୤ କିଛି ରାସ୍ତା ଯିବାପରେ ଗୋଟିଏ ରାସ୍ତା ପାର୍ଶ୍ବରେ ସଜ ତାଳ ବିକ୍ରୀ ହେଉଥିବା ଦେଖି ଗାଡ଼ି ଅଟକାଇଥିଲୁ୤ ସେଠରେ ସଜ ତାଳ ଖାଇବା ପରେ ଫୋଟୋ ଉଠେଇଥିଲୁ୤ ଦୁଇପାଖରେ ଅନେକ ବୃହଦାକାର ଗଛ ଏବଂ ଲମ୍ବା ସର୍ପିଳ ରାସ୍ତାରେ ଗାଡ଼ି ଚଳାଇବା ଯେତେ ମନୋହର ଥିଲା, ରାସ୍ତା ମଧ୍ୟରେ ଅନେକ ହମ୍ପ୍ ବା ସ୍ପିଡ୍ ବ୍ରେକର୍ ଯାତ୍ରାକୁ ସେତେ ବିରକ୍ତିକର ମଧ୍ୟ କରିଦେଉଥିଲେ୤ କିଛି ରାସ୍ତା ଗଲାପରେ ସିମେଣ୍ଟ୍ ତିଆରି ରାସ୍ତା ଆସିଥିଲା, ଯାହାର ଉଭୟ ପାର୍ଶ୍ବରେ ଅନେକ ବୃକ୍ଷ୍ୟଥିଲା୤ ଏଠାରେ ରହି ଆମେ ଅନେକ ଫୋଟୋ ନେଇଥିଲୁ୤ ସେଇଠାରୁ ବାହାରି ଆମେ ସିଧା ଚାଲିଥିଲୁ ଶ୍ରୀକ୍ଷେତ୍ର୤ ପୁରୀ ଯେତେ ନିକଟତର ହେଉଥିଲା ଆମେ ସେତେ ଉତ୍ସାହିତ ହୋଇ ଉଠୁଥିଲୁ୤ ବାଟମଙ୍ଗଳା, ଅଠରନଳା ଆଦି ଦେଇ ଆମେ ଯେତେବେଳେ ପୁରୀ ମଧ୍ୟକୁ ପ୍ରବେଶ କଲୁ ସେତେବେଳେ ଅନେକ ଆନନ୍ଦ ଲାଗିଥିଲା୤ ବଡ଼ଦାଣ୍ଡରେ ଗାଡ଼ି ପହଞ୍ଚିବାପରେ ଆମେ ଗାଡ଼ିକୁ ଚାରିଚକିଆ ରଖିବା ସ୍ଥାନରେ ରଖିଦେଇ ଦୁଇଟି ରିକ୍ସା କରି ଶ୍ରୀମନ୍ଦିର ଆଡ଼କୁ ବାହାରିଲୁ୤
    A devotee, surrendering himself to the lords

    Random Mobile Shot of the temple

    Mamun Posing for Picture infront of the temple

    One selfie in front of Temple

    The abode of the lords

    Mamun Trying Photography skills

    Group Selfie in front of Bada Danda


    ଚାରିଚକିଆ ରଖାଯାଉଥିବା ସ୍ଥାନରୁ ଶ୍ରୀମନ୍ଦିରର ବାଟ ଅନ୍ୟୁନ ତିନିଶହ ମିଟର କିନ୍ତୁ ଏହି ରାସ୍ତାକୁ ନେବାପାଇଁ ଅଟୋମାନେ ଶହେ ରୁ ଦେଢ଼ଶହ ଟଙ୍କା ଦାବୀ କରୁଥିବା ବେଳେ ରିକ୍ସାରେ ଆମେ କୋଡ଼ିଏ ଟଙ୍କାରେ ଯାଇ ପହଞ୍ଚିଗଲୁ୤ ମନ୍ଦିର ବାହାରେ ହନୁମାନ ଜୟନ୍ତୀପାଇଁ ତିଆରି ହୋଇଥିବା ସୁସଜ୍ଜିତ ତୋରଣ ତଳେ ଆମେ ରହିଲୁ ଏବଂ ଏଠାରୁ ଶ୍ରୀମନ୍ଦିର ଦର୍ଶନରେ ଗଲୁ୤ ଆମ ପୁଅର ବୟସ ଏକ ବର୍ଷ ହୋଇନଥିବା ହେତୁ ତାକୁ ମନ୍ଦିର ଭିତରକୁ ନେବା ବାରଣ ଥିଲା ତେଣୁ ସେ ନିଜ ଅଜାଆଇଙ୍କ ପାଖରେ ରହିବା ପରେ ଆମେ ସସ୍ତ୍ରୀକ ଝିଅ ନ୍ୟାସାକୁ ସାଥିରେ ନେଇ ମନ୍ଦିରକୁ ଯାଇଥିଲୁ୤ ଅନେକ ବର୍ଷପରେ ଆମେ ଶ୍ରୀମନ୍ଦିର ଯାଇଥିଲୁ୤ ଆମକୁ କୌଣସି ପ୍ରକାରର ଅସୁବିଧା ହୋଇନଥିଲା୤ ଆମେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସ୍ବଚ୍ଛନ୍ଦରେ କରିଥିଲୁ୤ ଜଗମୋହନର ମରାମତି ପାଇଁ ଭିତର ଗମ୍ଭୀରାକୁ ପ୍ରବେଶ ମନାଥିଲା ତଥାପି ଗରୁଡ଼ ସ୍ତମ୍ଭଠାରୁ ଆମେ ଚକାଆଖି ଦେଖି ଆନନ୍ଦିତ ହୋଇଥିଲୁ୤ ଝିଅକୁ ଆମ ମନ୍ଦିର ବିଷୟରେ ଅନେକ କଥା ଜଣାଇବା ପରେ ସେ ଭିନ୍ନ ଭିନ୍ନ ଜିନିଷ ବିଷୟରେ ଜାଣିବାକୁ ଉତ୍ସାହ ଦେଖାଉଥିବା ଭଲ ଲାଗୁଥିଲା୤

    ମନ୍ଦିର ବେଢ଼ାରେ ଥିବା କଳ୍ପବଟଗଛ, ସର୍ବତୀର୍ଥ ଆଦିର ପ୍ରଦକ୍ଷିଣ କରିବା ମନକୁ ଭକ୍ତିବିଭୋର କରି ଦେଇଥିଲା୤ ବିମଳା ମନ୍ଦିର ଭିତରେ ଯାଇ ଶଙ୍ଖା ଆଉ ସିନ୍ଦୁର କୋଡ଼ିଏ ଟଙ୍କାରେ କିଣିବାପରେ ମନ୍ଦିରର ପୂଜାରୀ ଆମକୁ ଭିତରକୁ ନେଇଯାଇ ପୂଜା କରିବା ପରେ ଦକ୍ଷିଣା ପାଇଁ କୌଣସି ପ୍ରକାର ଦାବୀ କରିନଥିଲେ, ଆମେ ନିଜ ସାମର୍ଥ୍ୟ ହିସାବରେ ଦକ୍ଷିଣା ଦେଇଥିଲୁ୤ ଏହାପରେ ମା ଲକ୍ଷ୍ମୀ ମନ୍ଦିରରେ ପଦ୍ମଫୁଲର ହାର ଚଢ଼ାଇବାପାଇଁ ମନ ବଳାଇବାପରେ ଦୁଇଟି ହାରକୁ କୋଡ଼ିଏ ଟଙ୍କାରେ କିଣି ପୂଜାରୀଙ୍କୁ ସମ ପରିମାଣର ଦକ୍ଷିଣା ଦେବାପରେ ସେ ହାର ଦୁଇଟିକୁ ନେଇ ମାଁଙ୍କ ଚରଣରେ ଦେଇ ଆସିଥିଲେ୤

    ଏହାପରେ ଆମେ ପହଞ୍ଚିଥିଲୁ ଆନନ୍ଦ ବଜାରରେ୤ ସୂଚନାଯୋଗ୍ୟ ଯେ ମନ୍ଦିର ଭିତରେ ନିର୍ମାଣ କାର୍ଯ୍ୟ ହେତୁ ପ୍ରତିଦିନ ସକାଳ ଦଶଟାରୁ ଏଗାରଟା ଭିତରେ ଅବଢ଼ା ବାହାରିଯାଏ୤ କିନ୍ତୁ ଆମେ ପହଞ୍ଚିବା ବେଳକୁ ପାଞ୍ଚଟା ହୋଇ ସାରିଥିଲେ ସୁଦ୍ଧା ଭଲ ଅବଢ଼ା ପାଇଥିଲୁ୤ ବାସମତୀ ଚାଉଳର ଅନ୍ନ, ସାଙ୍ଗକୁ ବେସର, ମହୁର, ଆମ୍ବ ଆମ୍ବିଳ ଖଟା, କନିକା ମିଠା, ଡାଲି, ପେଡ଼ା ଆଦି ନେଇ ଆମେ ମନ୍ଦିରରୁ ଆନନ୍ଦରେ ବାହାରକୁ ଆସିଥିଲୁ୤ ଚାରିଜଣଙ୍କ ପାଇଁ ଏହି ସବୁ ଦ୍ରବ୍ୟର ମୂଲ୍ୟ ମାତ୍ର ସାଢ଼େ ଚାରିଶହ ଟଙ୍କା ଥିଲା୤ ଆମେ ଫେରିବା ପରେ ଶାଶୁଶଶୁର ମନ୍ଦିରଯାଇ ମହାପ୍ରଭୂଙ୍କ ଦର୍ଶନ ସାରିଦେଇ ବେଢ଼ା ବୁଲି ଆସିଥିଲେ୤ ସାଢ଼େ ପାଞ୍ଚଟା ବେଳକୁ ଆମେ ଭଲରେ ମହାପ୍ରଭୂଙ୍କ ଦର୍ଶନ ସାରିଦେଇ ଗୃହାଭିମୁଖ ହୋଇଥିଲୁ୤ ସାଥିରେ ଅବଢ଼ା ନେଇ ଆମେ ଗାଡ଼ି ରଖାଯାଉଥିବା ସ୍ଥାନକୁ ଫେରି ଆସିଥିଲୁ୤ ସେଇଠି କୌଣସି ଜାଗାରେ ବସି ଖାଇବା ସୁବିଧା ନଥିବା ହେତୁ ଆମେ ଗାଡ଼ି ନେଇ ଫେରି ଆସିଲୁ୤

    ଫେରିବା ବେଳେ ଆମେ ପୁଣି ଜଗନ୍ନାଥ ସଡ଼କରେ ଯିବାପାଇଁ ଅନିଚ୍ଛା ପ୍ରକାଶ କରିଥିଲୁ, ଯେହେତୁ ରାସ୍ତା ଅନେକ ସ୍ଥାନରେ ଦୁର୍ବଳ ଥିଲା୤ ତେଣୁ ଆମେ ପୁରୀ ଭୁବନେଶ୍ବର ରାସ୍ତାରେ ବାହାରିଲୁ୤ ପୁରୀ ବାହାରେ ମାଳତୀପାଟପୁର ଠାରେ ନିର୍ମିତ ବସଟର୍ମିନାଲ ଦେଖିବାକୁ ଭବ୍ୟ ଓ ସୁନ୍ଦର ଥିଲା୤ ପୁରୀଠାରୁ ବାହାରିବାପରେ ଅନ୍ୟୁନ କୋଡ଼ିଏ କିଲୋମିଟର ଆସିବାପରେ ରାସ୍ତା ପାର୍ଶ୍ବରେ ଏକ ଯାତ୍ରୀ ବିଶ୍ରାମସ୍ଥଳୀଠାରେ ଗାଡ଼ି ଅଟକାଇ ଆମେ ଅବଢ଼ା ସେବନର ବ୍ୟବସ୍ଥା କରିଥିଲୁ୤ ସମସ୍ତେ ମନଭରି ଅବଢ଼ା ଖାଇବା ସତ୍ତ୍ବେ ଆହୁରି ଅନ୍ନ ଓ କାନିକା ବଳକା ରହିଯାଇଥିଲା୤ ସେସବୁକୁ ଭଲଭାବରେ ପ୍ୟାକ୍ କରିଦେଇ, ଆମେ ପୁଣି ଗାଡ଼ିନେଇ ବାହାରିଲୁ୤ ପୁରୀ ଭୁବନେଶ୍ବର ରାସ୍ତାରେ ଗାଡ଼ି ଚଳାଇବା ଏକ ଅନନ୍ୟ ଅନୁଭୂତି ଥିଲା୤ ଭୁବନେଶ୍ବର ମଧ୍ୟରେ କିନ୍ତୁ ଯାନବହୁଳତା ଏବଂ ଅନ୍ଧାର ହେତୁ ଗାଡ଼ି ଚଳାଇବା ବିରକ୍ତିକର ଅନୁଭବ ହୋଇଥିଲା୤ ତଥାପି ଆମେ ଭୁବନେଶ୍ବର ସହରକୁ ପଛରେ ଛାଡ଼ିଦେଇ ଆଗକୁ ଆସିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗିଗଲା୤
    Me in photo, shot by Mamun

    Me in photo, shot by Mamun

    Me in photo, shot by Mamun

    The silent visitor

    Mamun with Aai

    ଭୁବନେଶ୍ବର ପରେ ଖୋର୍ଦ୍ଧା ସହର ଆସିବା ପର୍ଯ୍ୟନ୍ତ ଆମେ ଜାଣିପାରିଲୁ ନାହିଁ୤ କେତେବେଳେ ଆମେ ଅନେକ ବାଟ ଚାଲି ଆସିଲୁ୤ ଏହାପରେ ଆମେ ପୁଣି ଗୋଟିଏ ଟୋଲ୍ ଗେଟ୍‌ରେ ପହଞ୍ଚିଲୁ୤ ବ୍ରହ୍ମପୁର ଓ ଭୁବନେଶ୍ବର ମଧ୍ୟରେ ତିନୋଟି ଟୋଲ୍ ଗେଟ୍ ରହିଛି ଏବଂ ଏଥିରୁ ଦୁଇଟି ସ୍ଥାନରେ ସେମାନେ ରସିଦ କାଟି ଅର୍ଥ ଆଦାୟ କରୁଥିବା ବେଳେ ତୃତୀୟଟି ବର୍ତ୍ତମାନ ବନ୍ଦ ରହିଛି୤ ଖୋର୍ଦ୍ଧା ପରବର୍ତ୍ତୀ ଟୋଲ୍ ଗେଟରେ ସତୁରୀ ଟଙ୍କାର ଦେୟ ଦେବାକୁ ପଡ଼େ୤ ଏହାପରେ ଆମେ ଗାଡ଼ି ନେଇ ଆଗକୁ ବଢ଼ିଲୁ୤ ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ବେଳକୁ ଆମେ ରାମେଶ୍ବରମ ଛକରେ ପହଞ୍ଚି କିଛି ସମୟ ପାଇଁ ବିଶ୍ରାମ ନେବାକୁ ଉଚିତ ମନେ କଲୁ୤ ଥଣ୍ଡାପାନୀୟ, ଚା ଆଦି ସରିବାପରେ ଆମେ ପୁଣି ଅନ୍ଧାରରେ ବ୍ରହ୍ମପୁର ଆଡ଼କୁ ବାହାରିଥିଲୁ୤

    ଖୋର୍ଦ୍ଧାପରେ ପରେ ବାଲୁଗାଁ ପାଖାପାଖି ରାସ୍ତା ଗୁଡ଼ିକ ଖୋଳି ଦେଇଥିବା ହେତୁ ରାସ୍ତାରେ ଗାଡ଼ିକୁ ତୀବ୍ରବେଗରେ ଚଳାଇବା ସମ୍ଭବ ହୋଇନଥିଲା୤ ତଥାପି ବେଗକୁ ଅଧିକ ରଖି ଆମେ ରାତ୍ରୀ ଦଶଟା ପୂର୍ବରୁ ବ୍ରହ୍ମପୁରରେ ପହଞ୍ଚିଯାଇଥିଲୁ୤ ଯିବାବେଳେ ଯେତେ ସମୟ ଲାଗିଥିଲା ଫେରିବା ପାଇଁ ଉଣାଅଧିକେ ଠିକ୍ ସେତିକି ସମୟ ହିଁ ଲାଗିଥିଲା, କିନ୍ତୁ ରାସ୍ତା ସଫା ଥିବା ହେତୁ ପରିଶ୍ରମ ଲାଗିନଥିଲା୤

    ସର୍ବୋପରି ପୁରୀ ଶ୍ରୀମନ୍ଦିରକୁ ଅନେକ ଦିନପରେ ଯାତ୍ରା ଆନନ୍ଦଦାୟକ ହୋଇଥିଲା୤ ମହାପ୍ରଭୂଙ୍କ ଦର୍ଶନ ଅତି ସହଜରେ ଓ ଅତି କମ ଗହଳିରେ ହୋଇପାରିଥିଲା୤ ଅଶୋକାଷ୍ଟମୀ ପରି ଦିନରେ ମହାପ୍ରଭୂଙ୍କ ଦର୍ଶନ ଓ ଅବଢ଼ା ସେବନ ଅତ୍ୟନ୍ତ ଆନନ୍ଦଦାୟକ ଥିଲା୤

    Wednesday, March 23, 2016

    Half day tour to Baruva Beach in AP

    By: drjyotiprasad On: 9:54 AM
  • Share The Gag
  • Me with Lingaraj Prasad Amulya Pattnaik
    It was a sudden programme which sadly we had been planning for a long time and yet we could not go there, but yesterday evening when I was back from college and informed at home that we have a three day holiday, my wife suggested we visited the Baruva Beach in Andhra Pradesh which is just about an hour of journey from Berhampur and I agreed.

    Long back, about an year ago, one friend of mine on Facebook Shri Lingaraj Prasad Pattnaik, resident of Baruva had invited me to go there to witness the religious environment of that area and to understand how much of the Odishan temple structure as well as living remained in the same region. I was surprised to learn that there are as many as 41 Jagannath Temples in that region which is perhaps the most densely present temple in any place outside Odisha. I had been planning a lot for going to Baruva beach resorts for sometime but sadly, due to last minute change in schedule I could not go there. Thankfully today was an exception and with no prior appointments I had much leisure to pursue on a small drive and to see a good place and know about the history and also bio-diversity of the same region.

    a view of the sea beach at Baruva
    Last night when the programme was chalked out I sent a message to Lingaraj Babu and intimated that we are reaching Baruva in the morning, and he gladly did call me in the morning but sadly our tour programme had to be postponed till the afternoon. And he informed that we reach there rather late since the temperature would be suitable for moving around.

    After lunch, we began our journey on the National Highway 5 from Berhampur towards Vishakhapatnam. We were crossing villages and highway side towns one after the other. There were, Kanisi, Haldiapadar, Panchama, Sidhabhairavi, NIST, RIT, Girisola check gate and then Icchapuram. One by one these roadside towns were moving back as we surged forward towards our destination. Crossing Girisola checkgate took sometime, thanks to the long queue of Trucks on the road and also because of the cars and vehicles which were coming on the wrong side of the road. After we crossed the check gate there was no stopping us as we zoomed towards Somepeta, the next major station from where we were to take a left turn to reach the beach.
    Sunset at Baruva Sea Beach

    Just before Somepeta we had a toll gate where we had to cough out 95 rupees to cross the gate and visit the place. (It was a two way ticket though). After the check gate we entered in to Somepeta town and some friendly people did guide us and with little trouble (narrow lanes of the town, where driving was a difficult task) we finally reached the place where as someone informed us there will be a statue of Anjaneya (Hanuman) which will be about 30 Feet high, from there we took to left side and there were some high and low roads and then some roads on both side of which there were tall coconut trees and we reached the beach. The journey took about an hour and half.

    On the right side of the beach just behind some sand hills there were cottages built by the Andhra Pradesh Tourism Development Corporation. They were looking very nice, sadly I could not take photos, and I plan to go there again to see the same and take some good shots. There on the beach we met with Shri Lingaraj Prasad Amulya Pattnaik, who came with a friend of his with a gift of KHOYA ( ଖୁଆ / ମିଠା ) and then we were engrossed in talks about the place, He informed me that a team of volunteers from Salim Ali Foundation from Mumbai was there for shooting birds and that they do it in the morning. He informed me that I must visit the place again in the morning so that we can go bird watching and shooting them with our lenses.
    Baruva Jagannath Temple

    The beach was huge and there were very less people but it looked like it had become a dumping yard of plastic and polythene, which he informed us that there was a great occasion on the 8th of February called Mahabaruni Snana during which as many as fifteen lakh devotees throng to this small beach and thanks to them the beach now looks like this. I wonder why our people do not feel bad littering the sand and putting their filth there. I had noticed the same everywhere, in all the beaches. People go there for religious bathing rituals and then throw things on the beach.

    We moved from the beach towards Baruva town and there on the way we noticed people celebrating Dola Purnima, although in a different manner unlike the way we do here in Odisha, but Lingaraj Babu informed that the true Jagannath Sanskruti Originated in that region of the country which spread to Puri in the later stage and to prove that he informed that there are as many as 41 Jagannath temples in that small area.
    Dola Purnima in a make shift swing

    Dola Purnima at Baruva Temple

    Dola Mandapa and Gods

    Gods on Bimana doing rounds of the town

    Tha Jagannath temple in Baruva was a nice place, except that we noticed the walls of the temple had been transformed by adding tiles on the walls and the old artefacts of the temple have been hidden behind these tiles. What more we saw was the Bimana (Chariot) of the lords, I saw one of these after almost twenty years, I remember the last time I saw something like this was in my village when I was studying in school. Then we saw the Dola Purnima celebration once more.
    Koti Lingeswar temple

    Then He asked me to follow him through a narrow lane to another temple at the end of the town. I had a very difficult time in travelling to that place with vehicles and bullock carts parked in front of each of the houses, it was a daunting task to drive the long car with care in those narrow lanes and there we reached the Kotilingeswar Temple, the temple of one crore Shiva Lingam. According to mythology, this temple was from the era of Mahabharat and did happen because of Arjuna, the great worrier from the five pandavas. He also informed me that the pandavas hid in this place during the Ajnat basa in mahabharat times and aslo there was some more places of mythological importance, but sadly I had not much time in hand as it was becoming dark and my infant son was becoming intolerant to all the travel and moving about programmes and so we had to call it a day.

    Koti Lingeswar in the temple (Each one is as small as a small teal (Sorisha))

    While a lot more was left to be seen, and as per his version this area has a large variety of flora and fauna which need to be explored and preserved and so I promised that I would return again to do the necessary and shoot some birds in the area.

    While coming back Lingaraj babu came along and showed us the way towards the National highway, which was much closer and we did not have to cross the Somepeta Town again. A three kilometer drive left us on the national highway and it was dark all around. While the India-Bangladesh cricket match was there in the back of the mind of my father in law who was with us during the tour, we drove at the swiftest pace towards home, and on the way after the Girisola Check Gate we stopped by a small temple where there was a huge statue of Lord Hanuman, it was a feast for the eyes and I took a few more shots of the same with my mobile because using the camera would have taken some more time and everyone was in a hurry to reach home early and we drove back home and reached home in short of an hour.
    Anjaneya Statue near Girisola Check Gate

    This tour was very refreshing and we had not gone out on a tour like this for quite sometime and I loved the journey and also the driving experience with my new Hyundai Xcent car. I am eagerly waiting to go out again to the same place and do some birding and relax on the beach.

    Tuesday, May 20, 2014

    A half day tour to the Black Pagoda

    By: drjyotiprasad On: 6:06 AM
  • Share The Gag
  • (Some of the Photos in the blog may be unsuitable / disturbing for minor blog readers, so parental guidance is advised for all people below 13 years of age)

    Early morning on the day two of my journey to Puri I got up early in the morning to go to the beach and shoot the rising sun. At the beach it was dark at half past five although there were people all around  yet the light posts on the beach were still giving light to the day.
    Early Morning view of the beach road in Puri
    Camera lens with moisture

    I opened my camera and to my utter surprise the lens of the camera was covered with moisture. All my efforts to erase off the moisture was fruitless. Thankful to my wife who always carries a lot of tissue paper in my camera bag I tried and cleaned the lens of the moisture. I took some shots on the beach full of people from everywhere and at about six in the morning I saw the sun way up high in the sky in between clouds. I was sad I could not take a photo but then I was happy too because there were clouds which meant the day is going to remain cooler.
    a boy enjoying camel ride on the beach

    The sun playing hide and seek from behind the clouds
    the beautiful puri-konark marine drive road

    Our team at Ramchandi, I am behind the camera

    I received call from my wife who informed that all are getting ready to move to Konark and so I quickly reached the hotel room and got freshend up and we were out in the car moving towards Konark.

    Entry ticket to the Sun temple @ 10 Rs / Person

    The sun temple from the path to the monument

    Artificial Baya weaver bird nests on sale near Konark temple

    The sun temple of Konark
    The Puri-Konark road has always been a pleasant place to drive. I remember in 2006 I happened to visit this place on a bike and I drove through this path and enjoyed it a lot. We stopped at Ramchandi Temple and did some Puja there. Then we went behind the temple because someone informed that there is a river and one can go on a boat to the other side of the river  and enjoy the natural beauty. The idea did not well enter into my mind neither my friends so we took some snaps of the family and kids there and then moved to Chandrabhaga. The chandrabhaga sea beach was crowded by then and the high tides coming to the shores were making huge noise. The templerature was going up and yet the sun was no where to be seen. I was sad because I could never shoot the Konark Temple in this cloudy light to my full satisfaction.

    When we reached Konark the sun was up and smiling and we moved to Geetanjali Restaurant of OTDC near the sun temple for some breakfast, but frankly telling neither the fast was broken nor it was fast, we spent almost an hour in the restaurant waiting for the food to be served and the price list did indeed break our patience. Anyway, we had something in our tummies and we moved to the temple. My camera was all too busy taking photos of the sun temple from all corners and sides.

    Broken Artefacts at Konark Temple













    A photographer trying to teach the innocent visitor how to keep her hands up
    so that he can shoot her like she is touching the top of the temple

    We had to take tickets to enter into the temple. Earlier the tickets were a bit costly I felt and this time I had to pay only ten rupees per ticket and there was no ticket for camera. That was a nice surprise for me. Because I remember the last time I visited the temple in 2006 we had paid some money for tickets for carrying the camera into the compound.

    The roughly hundred feet pathway leading to the temple compound was crowded with shops on both sides and they were selling products some made locally and some imported from other parts of the country. I saw a shop selling artificial Baya weaver bird nests. I had been searching for Baya weaver birds near Berhampur for a while and  yesterday while we were coming to Puri I had seen some Baya weaver bird nests near Ganjam and so I was making plans to visit the spot after I return to Berhampur.

    From outside the temple compound I took almost twenty plus shots of the temple in quick succession thinking some photo may look awesome from them. After I entered into the temple compound I went on a clicking spree and shot many photos and although the temperature was growing and my friends and their kids were having a difficult time facing the heat I could not resist taking photos of the temple.

    While we were planning to come back, a local cameraman approached us and we could not resist the temptation of taking some photos and he made us move from place to place and took some good photos of ours, also with out camera. Then he informed that he will be delivering the photos within ten minutes and so we though we should spend the time seating in the garden and there we sat and while we were seating there I took some snaps of my friend Dr Ram with his family, who was seating at a distance from me. As promised the cameraman delivered our photos within ten minutes and we were surprised at his art of making us look good.

    We left for our room by half past eleven from Konark although I was not happy with the decision because I wanted to take some more photos, but the heat was simply unbearable. While coming back I picked up some cashew and other codiments from the shops on the sides of the path. We reached the hotel room by half past twelve and took rest. When we got up it was past afternoon, the tour had taken its toll on us and we were relaxed after sleeping for a couple and an hour in the afternoon, thanks to the chilling AC, we never felt it was summer.


    Mamun and Rishi pose for a shot near the lion statue

    My sweet family


    In the evening I moved towards the Shree Mandira (temple ) again for buying some Prasad (Sukhila Prasada) and taking some shots of the temple in dim light. The ricksaw ride from the beach to the temple was painful, not because we were uncomfortable on the ricksaw but because the old man who was riding the ricksaw was becoming breathless. While moving out of his ricksaw I gave him forty rupees as decided and advised him to go home and take rest. He gave a sarcastic smile and said, Babu, who will feed us ? I was thinking what about the Rupee One per Kilo Rice that government of Odisha is giving ?

    Shree Mandir at Night

    Sun temple as seen from a distance peaking us from behind the trees
    I went into the temple with Nyasa, my daughter and although there were some policemen outside the lion gate (Singhadwar) no one bothered to stop me or check my pockets for possible ammunition or other explosive devices, although I did not have any, but in the recent past I had read that the security of the temple have been beefed up and I was watching people entering the temple at will without any checking. This is definitely a negligence which the local police officers must look into. What I saw again was surprising some policemen were watching cricket scores on their mobile phones while people passed by. This was simply ridiculous, and we people of the state are crying out loud and foul for security of the temple.

    I purchased some prasad and came out quickly and then we moved and changed places to take shots of the temple from different angles so that at least some photos can come nicely. After that shooting session we came back to the hotel room, and this time we hired a young rickshaw puller and also for less money (Thirty rupees only). 

    In the evening we again went back to the beach bazaar and moved there till tale at night and returned to the room and took rest while I was busy packing things as we were to vacate our rooms in the early morning hours. I do not understand why these hotels have such weight checkin and checkout times, 7 AM in the moring. My friend Saroj Sahu told me that they made this deliberately for the Bengali tourists who reach Puri by train in the  early morning hours and also leave by train by early morning hours.

    http://shopclues.refr.cc/RK79P94